Thursday, January 8, 2026

Month: November 2025

ପୁଲିସ ପ୍ରତି ସାଧାରଣ ଧାରଣାକୁ ପରିବର୍ତ୍ତନ କରିବା ଉପରେ ମୋଦୀଙ୍କ ଗୁରୁତ୍ୱ

ଭୁବନେଶ୍ୱର:୩୦/୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟପୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟଠାରେ ପୁଲିସ ମହା ନିର୍ଦ୍ଦେଶକ/ ମହା ନିରୀକ୍ଷକଙ୍କ ୬୦ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ତିନି ...

ସାହିତ୍ୟ ନୈତିକ ଭାବନା ବିସ୍ତାର କରେ: ରାଜ୍ୟପାଳ

ଭୁବନେଶ୍ୱର: ୨୯/୧୧-ସାହିତ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି। ଏହା କେବଳ ଏକ କଳାତ୍ମକ ରୂପ ନୁହେଁ ବରଂ ଏକ ଶକ୍ତି ଯାହା ଜୀବନ ଓ ମୂଲ୍ୟବୋଧକୁ ଆକାର ଦିଏ, ...

ବିଧାନସଭାରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ

  ଭୁବନେଶ୍ୱର:୨୮/୧୧-ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ୨୦୨୫-୨୬ ଆର୍ôଥକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବୟବରାଦ ବିଧାନସଭାର ଅନୁମୋଦନ ...

ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ପାଇଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର:୨୭/୧୧-ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ...

ନାଗରିକଙ୍କ ଆଶା ପୂରଣ କରିବା ଜନପ୍ରତିନିଧିଙ୍କ କର୍ତ୍ତବ୍ୟ: ରାଷ୍ଟ୍ରପତି

  ଭୁବନେଶ୍ୱର:୨୭/୧୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ନଭେମ୍ବର ୨୦୨୫ରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବୋଧିତ କରିବା ସମୟରେ ଗୃହ ସହ ଜଡ଼ିତ ନିଜ ପୁରୁଣା ...

‘ଏହି ଗୃହ ମୋତେ ସବୁ ଶିଖାଇଛି’

ଭୁବନେଶ୍ୱର:୨୭/୧୧-ଓଡ଼ିଶା ବିଧାନସଭା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିଛନ୍ତି। ସେ ବିଧାନସଭାରେ ତାଙ୍କର ସଦସ୍ୟତା ...

ଦୁର୍ନୀତି ଠାରୁ ଦୂରରେ ରୁହନ୍ତ ଏହା କ୍ୟାରିଅର ପାଇଁ ବିପଦ:ମୁଖ୍ୟମନ୍ତ୍ରୀ

-୧୨ ଟି ବିଭାଗରେ ୭,୨୯୩ ଜଣଙ୍କୁ ନିଯୁକ୍ତି -ସତର ମାସରେ ଚାକିରି ପାଇଛନ୍ତି ୩୭,୩୨୫ଜଣ ଭୁବନେଶ୍ୱର:୨୫/୧୧-ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ...

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

  ଭୁବନେଶ୍ୱର:୨୪/୧୧-ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର୧୫ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି।

ନବକୃଷ୍ଣ ଚୌଧୁରୀ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର,୨୩/୧୧-ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ ...

Page 1 of 6 1 2 6

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com