• About
  • Contact
Thursday, July 2, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

କଳିଙ୍ଗ ଷ୍ଟାଡିୟମ-ରଘୁନାଥପୁର ପର୍ଯ୍ୟନ୍ତ ବିଭିନ୍ନ ଛକରେ ହେବ ପ୍ଲାଏଓଭର

Share on FacebookShare on TwitterShare on Whatsapp

୫୭୯କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର:୧/୭-କଳିଙ୍ଗ ଷ୍ଟାଡିୟମ ଠାରୁ ରଘୁନାଥପୁର ୯.୫୦୦ କିମି ପର୍ଯ୍ୟନ୍ତ ଜୟଦେବ ବିହାର-ନନ୍ଦନକାନନ ସଡକର ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ ସହ ସଡ଼କର ଉନ୍ନତିକରଣ କରାଯିବ। ଏଥିପାଇଁ ୫୭୯କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇ ଟେଣ୍ଡର ଚୂଡାନ୍ତ ହୋଇଥିଲା। ଏହାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି। ସୂଚନାଯୋଗ୍ୟ ଯେ ପ୍ଲାଏଓଭର ନିର୍ମାଣ ପାଇଁ ପ୍ରାୟ ୧୨ବର୍ଷ ତଳେ ଯୋଜନା ହୋଇଥିଲା। କିଛି ଅନଭିଜ୍ଞ ସରକାରୀ ଅଧିକାରୀ ସରକରଙ୍କୁ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ଦେଇ ଏହାକୁ କରେଇ ଦେଇନଥିଲେ। ଏବେ ବିଜେପି ସରକାର ଏହାକୁ ଗୁରୁତର ସହ ନେଇଛି।


ଏହି କରିଡର ଭୁବନେଶ୍ୱର ଓ କଟକକୁ ସଂଯୋଗ କରୁଥିବା ଏକ ପ୍ରମୁଖ ମାର୍ଗ ଭାବରେ କାର୍ଯ୍ୟ କରିବ। ଏହା ଜୟଦେବ ବିହାର- ନନ୍ଦନକାନନ-ବାରଙ୍ଗ ଓ କଟକ ମଧ୍ୟରେ ନିରବଚ୍ଛିନ୍ନ ଯାତାୟାତକୁ ସୁନିଶ୍ଚିତ କରିବ। ମୁଖ୍ୟତଃ ଭିଡ଼ ହ୍ରାସ ନେଇ ସରକାର ଏହି ରାସ୍ତାର ବିକାଶ ଚିନ୍ତା କରିଛନ୍ତି। ଯାହା ଅନେକ ଆଗରୁ କରିବାର ଥିଲା। ଏହା ୮ ଲେନ ବିଶିଷ୍ଟ ହେବ। ଏହା ଟ୍ରାଫିକ ସମସ୍ୟାକୁ ହ୍ରାସ କରିବ ବୋଲି ସୂଚନା ଦିଆଯାଇଛି। ଦୁଇବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସୁଜାତା ବିଜେଡିରେ ସାମିଲ

by ସଂକ୍ଷିପ୍ତ ଖବର
June 25, 2026

-ତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ: ବିଜେଡି -ଉତ୍ତରୀୟ ଦେଇ ଦଳରେ ସାମିଲ କଲେ ନବୀନ -ନବୀନଙ୍କ ନେତୃତ୍ୱରେ ୨୦୨୯ ନିର୍ବାଚନ ଲଢ଼ିବ ବିଜେଡି ଭୁବନେଶ୍ୱର: ୨୫/୬-ଭାରତୀୟ...

Read more

୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି

June 22, 2026

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଇରଙ୍ଗପୁରରେ ୪୮ହଜାର କୋଟିର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗତି, ପ୍ରଗତି ଓ ସମୃଦ୍ଧି!

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ସରକାରଙ୍କ ନୂତନ ଏସ୍‌ଓପି ଜାରି

June 19, 2026

ଖୁବଶୀଘ୍ର ସାମ୍ବାଦିକଙ୍କୁ ପେନସନ ଦେବେ ରାଜ୍ୟ ସରକାର

June 12, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com