ଭୁବନେଶ୍ୱର:୨୯/୬-
-ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ ପାଇଁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦାବି
-ରଥଯାତ୍ରାରେ ଅଘଟଣ ପାଇଁ କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ
-ମୃତ ଭକ୍ତଙ୍କ ପରିବାରକୁ ୨୫ଲକ୍ଷ ଲେଖାଏଁ ସହାୟତା
-ପୁରୀ ଜିଲାପାଳ ଓ ଏସପିଙ୍କ ବଦଳି
-ଚଂଚଳ ରାଣା ନୂଆ ଜିଲାପାଳ, ପିନାକ ମିଶ୍ର ଏସପି
-ଡିସିପି ଵିଷ୍ଣୁ ପତି, କମାଣ୍ଡାଣ୍ଟ ଅଜୟ ପାଢ଼ୀ ନିଲମ୍ବିତ
-ଉନ୍ନୟନ କମିଶନରଙ୍କ ଅଧୀନରେ ହେବ ପ୍ରଶାସନିକ ତଦନ୍ତ