• About
  • Contact
Thursday, February 19, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିକାଶର ଇଞ୍ଜିନ ହେବ ଓଡ଼ିଶା-ରାଜ୍ୟପାଳ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୮/୨-ବିକାଶର ଇଞ୍ଜିନ ହେବ ଓଡ଼ିଶା। ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ଏହି ସମୟ ସୁଦ୍ଧା ୫ ଶହ ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖାଯାଇଛି। ଏବେ ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ଅର୍ଥନୈତିକ ଅଭିବୃଦ୍ଧିକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ହେବ ଦେଶରେ ଶ୍ରେଷ୍ଠ ୩ୟ ରାଜ୍ୟ। ରାଜ୍ୟରେ ମୁଣ୍ଡପିଛା ଆୟ ୧.୮ଲକ୍ଷ ଟଙ୍କା ରହିିଛି। ୨୦୪୭ ସୁଦ୍ଧା ଏହ ୩୨ଲକ୍ଷ ଟଙ୍କାରେ ପହଞ୍ôଚବ। ଲୋକଙ୍କ ଜୀବନଧାରଣରେ ପରିବର୍ତ୍ତନ ଆସିବ। ଦାରିଦ୍ର‌୍ୟ ହାର ୫ ପ୍ରତିଶତକୁ ହ୍ରାସ ପାଇô। ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖି ଏହା କହିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି।

ସେ କହିଛନ୍ତି, ଆତ୍ମନିର୍ଭର ଭାରତରେ ଓଡ଼ିଶା ସେମି କଣ୍ଡକ୍ଟର ହବ୍ ହେବ। ଦେଶରେ ଇସ୍ପାତ ଓ ଷ୍ଟେଲନେସ ଷ୍ଟିଲ ଉତ୍ପାଦନରେ ଓଡ଼ିଶା ପ୍ରଥମ। ଲଘୁ ଖଣିଜ ପଦାର୍ଥରୁ ରାଜସ୍ୱ ଆୟ ୪୮%ରୁ ଅଧିକ ଅଭିବୃଦ୍ଧ ସହ ମହିଳା ଶ୍ରମଶକ୍ତି ଅଂଶଗ୍ରହଣରେ ୭୦% ବୃଦ୍ଧି ଲକ୍ଷ୍ୟ ରଖାଯାଇଛି।


ରକ୍ତହୀନତା ଓ ପୌଷ୍ଟିକ ଅଭାବ ନିରାକରଣ କରିବା ଲକ୍ଷ୍ୟ ରହିଛି। ଏବେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଆସିଛି। ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଛି। ୧.୬୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମେକ୍ ଇନ୍ ଓଡ଼ିଶା ଓ ହାଇଦ୍ରାବାଦ କନକ୍ଲେଭ ନିବେଶକଙ୍କୁ ଆକୃଷ୍ଟ କରିଛି। ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ସରକାର ସରକାର ପ୍ରସ୍ତୁତ କରିଥିବା ଭିଜନ ଡକୁମେଣ୍ଟ ଓଡ଼ିଶାକୁ ଦେଶର ତିନିଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବ। ରାଜ୍ୟପାଳ ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କ ଉପଲବ୍ଧିକୁ ପ୍ରଶଂସା କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

୧୬ରେ ରାଜ୍ୟସଭା ନିର୍ବାଚନ

by ସଂକ୍ଷିପ୍ତ ଖବର
February 19, 2026

ଚତୁର୍ଥ ଆସନ ପାଇଁ କସରତ ଭୁବନେଶ୍ୱର: ୧୮/୨-ଓଡ଼ିଶାର ୪ଟି ଆସନ ସମେତ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ତାରିଖରେ ରାଜ୍ୟସଭା ନିର୍ବାଚନ...

Read more

ଶୃଙ୍ଖଳିତ ରଥଯାତ୍ରା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ

February 19, 2026

ମହା ଶିବରାତ୍ରୀ ଉତ୍ସବ

February 16, 2026

ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

February 16, 2026

ଅରବିନ୍ଦ ବାବୁ ବିଜ୍ଞପ୍ତି ପ୍ରକାଶ କଲେ ଠିକ୍‍ ଭୁଲ ତର୍ଜମା ହେଲାନି, ୧୪ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି ୩୬ଟି ଗ୍ରାମର ଜନସାଧାରଣ

February 16, 2026

ରାଜ୍ୟରେ ଆରମ୍ଭ ହେଲା ଅପରେସନ ସାଇବର କବଚ

February 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com