• About
  • Contact
Thursday, January 8, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନିର୍ମାଲ୍ୟ ପରିବାରର ବନ୍ଧୁମିଳନ

Share on FacebookShare on TwitterShare on Whatsapp

ଭୁବନେଶ୍ୱର: ୪/୧- ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରର ୧୯୭୭-୮୧ ବ୍ୟାଚ ସହପାଠୀଙ୍କୁ ନେଇ ଗଠିତ ନିର୍ମାଲ୍ୟ ପରିବାରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି ତପୋବନରେ ଥିବା ଶ୍ରୀ ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମରେ ଆୟୋଜିତ ଏହି ବନ୍ଧୁମିଳନ ପର୍ବରେ ୫୪ ଜଣ ବନ୍ଧୁ ଓ ବାନ୍ଧବୀ ଭାଗ ନେଇ ସେମାନଙ୍କ ସୁଖ ଦୁଃଖ ବାଣ୍ଟିଥିଲେ। ଏହା ଥିଲା ବାସ୍ତବିକ ହୃଦୟସ୍ପର୍ଶୀ ଓ ମନୋମୁଗ୍ଧକର। ଏହି ଉପଲକ୍ଷେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ମୋଟ ୪୭ ଜଣ ଭାଗ ନେଇଥିଲେ। ଆୟୋଜିତ କ୍ଷୁଦ୍ର ଗଳ୍ପ ଓ କବିତା ପାଠୋତ୍ସବରେ ୯ ଜଣ ଭାଗ ନେଇ ପରିବେଶକୁ ଆବେଗମୟ କରିଥିଲେ।

ଗୁରୁପୂଜନ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ମଞ୍ଚ ସଜ୍ଜା ଏକ ମନଲୋଭା ଓ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା। ଏକତ୍ର ସୁସ୍ୱାଦୁ ଖାଦ୍ୟ ଭୋଜନ ସମସ୍ତଙ୍କୁ ଆନନ୍ଦ ଦେଇଥିଲା । ରିଲସ ,ଭିଡିଓ ଓ ଫଟୋ ଉତ୍ତୋଳନ କରାଯାଇଥିଲା। ଚିତ୍ତାକର୍ଷକ ଥିଲା ନାଚ ଗୀତାର ଆସର। ଆସନ୍ତାବର୍ଷ ଏକ ବଡ ଧରଣର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କେତେକ ବନ୍ଧୁ ସମସ୍ତଙ୍କୁ ବିଭିନ୍ନ ଉପାଦେୟ ଉପହାର ପ୍ରଦାନ କରିଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଓଡ଼ିଶା ସରକାରଙ୍କ ପକ୍ଷରୁ ‘ସିଏମ୍ ଟ୍ରଫି’ଚମ୍ପିୟାନସିପର ଆୟୋଜନ

by ସଂକ୍ଷିପ୍ତ ଖବର
January 6, 2026

ଭୁବନେଶ୍ୱର:୬/୧-ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ "ପଡ଼ିଆରୁ ପୋଡିୟମ୍‌"ର ସଂକଳ୍ପକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ‘ସିଏମ୍ ଟ୍ରଫି'ଚମ୍ପିୟାନରସିପର ଆୟୋଜନ...

Read more

ଓଡ଼ିଶାକୁ ପ୍ରବାସୀ ପକ୍ଷୀ ଆସିବା ଅନୁକୂଳ ଜଳବାୟୁର ସୂଚକ

January 6, 2026

ଆରଟିଆଇ ଆବେଦନକାରୀଙ୍କ ଦ୍ୱାରା ଲାଞ୍ଚ ଦାବି ଅଭିଯୋଗ

January 6, 2026

ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା

January 5, 2026

ସଡ଼କ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

January 5, 2026

ଜାନକୀବଲ୍ଲଭ ଥିଲେ ଦୁଇଟି ଦିଗରୁ ପ୍ରଣମ୍ୟ-ମୁଖ୍ୟମନ୍ତ୍ରୀ

January 4, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com