Month: February 2026

୩୬୨୫ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:୨୨/୨-ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଜାରି ରହିଛି। ଜିଲ୍ଲା ଏସ୍‌.ପି. ...

ରାଜସ୍ୱ ରେକର୍ଡରେ ଶ୍ରୀଜଗନ୍ନାଥ ପ୍ରଜା

ଭୁବନେଶ୍ୱର:୨୨/୨- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବାକୁ ଲୋକସେବା ଭବନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ...

ରାଜ୍ୟକୁ ଋଣ ବୋଝରେ ବୁଡେଇ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର:ବିଜେଡି

-ଅନ୍ତସାର ଶୂନ୍ୟ ଓ ପ୍ରଚାରଧର୍ମୀ ବଜେଟ -ଗତ ୩ ବଜେଟରେ ରାଜ୍ୟ ଉପରେ ୧.୩୮ ଲକ୍ଷ କୋଟି ଋଣବୋଝ ଭୁବନେଶ୍ୱର:୨୧/୨-ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ୨୦୨୬-୨୭ ଆର୍ôଥକ ବର୍ଷ ...

୩.୧୦ଲକ୍ଷ କୋଟିର ବଜେଟ ଉପସ୍ଥାପିତ

-ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସର୍ବାଧିକ ବ୍ୟୟ ବରାଦ -ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଭୁବନେଶ୍ୱର:୨୦/୨-ଶୁକ୍ରବାର ବିଧାନସଭାରେ ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ...

ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

‘ବିରୋଧି ଦଳର ଆଚରଣ ଅତ୍ୟନ୍ତ ନୈରାଶ୍ୟଜନକ’ ଭୁବନେଶ୍ୱର:୧୯/୨-ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନର ପ୍ରଥମ ଦିନ ଫେବୃଆରୀ ୧୭ ତାରିଖରେ ରାଜ୍ୟପାଳ ବିଧାନସଭାରେ ତାଙ୍କର ଅଭିଭାଷଣ ରଖିଥିଲେ। ରାଜ୍ୟପାଳ ...

ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

-ଓଡ଼ିଶାର ଅଭିବୃଦ୍ଧି ହାର ୭.୯%,ଜାତୀୟ ହାର ଠାରୁ ଅଧିକ ଭୁବନେଶ୍ୱର:୧୯/୨-ବିଧାନସଭାରେ ଗୁରୁବାର ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ୨୦୨୫-୨୬ ଉପସ୍ଥାପିତ କରାଯାଇଛି। ୨୦୨୫-୨୬ ବର୍ଷରେ ରାଜ୍ୟର ମୋଟ ଘରୋଇ ...

ବିକାଶର ଇଞ୍ଜିନ ହେବ ଓଡ଼ିଶା-ରାଜ୍ୟପାଳ

ଭୁବନେଶ୍ୱର:୧୮/୨-ବିକାଶର ଇଞ୍ଜିନ ହେବ ଓଡ଼ିଶା। ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ଏହି ସମୟ ସୁଦ୍ଧା ...

ଶୃଙ୍ଖଳିତ ରଥଯାତ୍ରା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ

ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଭୁବନେଶ୍ୱର,୧୮/୨- ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ...

Page 3 of 6 1 2 3 4 6

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com