• About
  • Contact
Wednesday, July 22, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନିର୍ମାଲ୍ୟ ପରିବାରର ବନ୍ଧୁମିଳନ

Share on FacebookShare on TwitterShare on Whatsapp

ଭୁବନେଶ୍ୱର: ୪/୧- ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରର ୧୯୭୭-୮୧ ବ୍ୟାଚ ସହପାଠୀଙ୍କୁ ନେଇ ଗଠିତ ନିର୍ମାଲ୍ୟ ପରିବାରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି ତପୋବନରେ ଥିବା ଶ୍ରୀ ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମରେ ଆୟୋଜିତ ଏହି ବନ୍ଧୁମିଳନ ପର୍ବରେ ୫୪ ଜଣ ବନ୍ଧୁ ଓ ବାନ୍ଧବୀ ଭାଗ ନେଇ ସେମାନଙ୍କ ସୁଖ ଦୁଃଖ ବାଣ୍ଟିଥିଲେ। ଏହା ଥିଲା ବାସ୍ତବିକ ହୃଦୟସ୍ପର୍ଶୀ ଓ ମନୋମୁଗ୍ଧକର। ଏହି ଉପଲକ୍ଷେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ମୋଟ ୪୭ ଜଣ ଭାଗ ନେଇଥିଲେ। ଆୟୋଜିତ କ୍ଷୁଦ୍ର ଗଳ୍ପ ଓ କବିତା ପାଠୋତ୍ସବରେ ୯ ଜଣ ଭାଗ ନେଇ ପରିବେଶକୁ ଆବେଗମୟ କରିଥିଲେ।

ଗୁରୁପୂଜନ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ମଞ୍ଚ ସଜ୍ଜା ଏକ ମନଲୋଭା ଓ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା। ଏକତ୍ର ସୁସ୍ୱାଦୁ ଖାଦ୍ୟ ଭୋଜନ ସମସ୍ତଙ୍କୁ ଆନନ୍ଦ ଦେଇଥିଲା । ରିଲସ ,ଭିଡିଓ ଓ ଫଟୋ ଉତ୍ତୋଳନ କରାଯାଇଥିଲା। ଚିତ୍ତାକର୍ଷକ ଥିଲା ନାଚ ଗୀତାର ଆସର। ଆସନ୍ତାବର୍ଷ ଏକ ବଡ ଧରଣର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କେତେକ ବନ୍ଧୁ ସମସ୍ତଙ୍କୁ ବିଭିନ୍ନ ଉପାଦେୟ ଉପହାର ପ୍ରଦାନ କରିଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Economy

ODISHA APPROVES ₹4,573CRORE INVESTMENT, CREATING

by ସଂକ୍ଷିପ୍ତ ଖବର
July 21, 2026

22,873 EMPLOYMENT OPPORTUNITIES • 23 investment proposals approved across 11 districts Bhubaneswar:21/7-The Government of Odisha, under the leadership of Chief...

Read more

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

ରଥଯାତ୍ରା-କେଉଁଟି ସତ ?

July 17, 2026

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com