ଭୁବନେଶ୍ୱର:୧୩/୧-ରାଜ୍ୟରେ ବୁଥ ସଂଖ୍ୟା ବୃଦ୍ଧି ପାଇଛି। ଆଉ ୭ ହଜାର ବୁଥ ବଢ଼ାଯାଇଛି। ପୂର୍ବରୁ ୩୬ ହଜାର ବୁଥ ଥିବାବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି। ଓଡିଶାରେ ଏସଆଇଆର ଲାଗୁ ପାଇଁ ୫ମାସ ଧରି ପ୍ରସ୍ତୁତି ଚାଲିଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି। ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ ଏସଆଇଆର ହୋଇଥିଲା । ୨୦୦୨ରେ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କର ସଂଶୋଧନ ଦରକାର ନାହିଁ। ସେଥିରେ ସେମାନଙ୍କ ପୁଅ ଝିଅଙ୍କ ନାମ ଯୋଡ଼ାଯିବ। ଯେଉଁମାନଙ୍କର ନାଁ ୨୦୦୨ ତାଲିକାରେ ନଥିବ ସେମାନଙ୍କୁ କିଛି କାଗଜପତ୍ର ଦେବାକୁ ହେବ।
ODISHA APPROVES ₹4,573CRORE INVESTMENT, CREATING
22,873 EMPLOYMENT OPPORTUNITIES • 23 investment proposals approved across 11 districts Bhubaneswar:21/7-The Government of Odisha, under the leadership of Chief...
Read more