ଭୁବନେଶ୍ୱର:୧୬/୧-ସୁନ୍ଦରଗଡ଼ ଅଶାନ୍ତ। ସହରରେ ୧୬୩ ଧାରା ଲାଗୁ କରାଯାଇଛି ଏବଂ ଇଣ୍ଟରନେଟ ସେବା ବନ୍ଦ ରହିଛି। ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଏଭଳି ପରିସ୍ଥିତି ଦେଖଦେଇଛି। ଘଟଣାରେ ୪ ପୋଲିସ କର୍ମୀଙ୍କ ସମେତ ୧୨ଜଣ ଆହତ ହୋଇଛନ୍ତି।
ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପାଟ୍ରୋଲିଂ କରାଯାଉଛି। ସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି। ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ପଶ୍ଚିମାଞ୍ଚଳ ଡିଆଇଜି ଲୋକଙ୍କୁ ଅପିଲ କରିଛନ୍ତି।
ODISHA APPROVES ₹4,573CRORE INVESTMENT, CREATING
22,873 EMPLOYMENT OPPORTUNITIES • 23 investment proposals approved across 11 districts Bhubaneswar:21/7-The Government of Odisha, under the leadership of Chief...
Read more