ଭୁବନେଶ୍ୱର 28.11.2024-ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report” ୨୦୦୨ ମସିହାରେ ହୋଇଥିବା ଗୋଧ୍ରା ରେଳ ପୋଡି ଘଟଣା ଉପରେ ପର୍ଯ୍ୟବସିତ। ଚଳଚ୍ଚିତ୍ରଟି ବର୍ତ୍ତମାନ ଓଡ଼ିଶାର ପ୍ରେକ୍ଷାଳୟ ଗୁଡିକରେ ପ୍ରଦର୍ଶିତ ହେଉଛି। ଚଳଚ୍ଚିତ୍ରର ଗୁଣାତ୍ମକ ଓ ଭାବନାତ୍ମକ କାହାଣୀ ଦୃଷ୍ଟିରୁ ଏହାକୁ ଅଧିକରୁ ଅଧିକ ଲୋକ ଦେଖିବାର ଆବଶ୍ୟକତା ରହିଛି। ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ଚଳଚ୍ଚିତ୍ରକୁ ଓଡ଼ିଶାରେ କରମୁକ୍ତ କରାଯିବାର ନିଷ୍ପତ୍ତି ନିଆଯାଇଛି।
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more
