1- ଶୈଳଶ୍ରୀ ବିହାର ଅଂଚଳରେ paver block ବିଛେଇବା ନାମରେ ରାସ୍ତା ଖୋଲି ଚାଲିଗଲେ, ସପ୍ତାହେ ହେଲା କାମର ନାଁ ଗନ୍ଧ ନାହିଁ।
2-ଭିତ୍ତି ପ୍ରସ୍ତର ସ୍ଥାପନାକୁ ଦୁଇବର୍ଷ ବିତିଲIଣି କାମ ଶୂନ।
3-ରାଜରାସ୍ତାର ଟ୍ରାଫିକ ବହୁଳ ବିପଦସଂଙ୍କୁଳ ଛକ ଗୋ ସମ୍ପଦଙ୍କ ରାତ୍ରି ଆଶ୍ରୟସ୍ଥଳୀ।
4-ରାତିରେ ରାସ୍ତା ମଝିରେ ଆଶ୍ରୟ।
5- ସରକାରଙ୍କ ରାସ୍ତାପାର୍ଶ୍ଵ ବନୀକରଣ ପାଇଁ ଚାରା ରୋପଣ କାର୍ଯ୍ୟ।




