• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

କୃଷି ଭବନରେ ନୋବେଲ ବିଜେତା ପ୍ରଫେସର ଡ଼ କ୍ରେମର

Share on FacebookShare on TwitterShare on Whatsapp

ଭୁବନେଶ୍ୱର:7/12/2024 ଅର୍ଥନୀତି ବିଜ୍ଞାନରେ ୨୦୧୯ରେ ନୋବେଲ ପୁରସ୍କାରପ୍ରାପ୍ତ ଚିକାଗୋ ୟୁନିଭରସିଟି ପ୍ରଫେସର ଡ଼ ମାଇକେଲ କ୍ରେମର ଭୁବନେଶ୍ଵରସ୍ଥିତ କୃଷି ଭବନ ପରିଦର୍ଶନରେ ଆସି ଓଡ଼ିଶା କୃଷି କ୍ଷେତ୍ରର ଅଗ୍ରଗତି ବିଷୟରେ ଅବଗତ ହୋଇଥିଲେ l
ଡ଼ କ୍ରେମର ବିଶ୍ବରେ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିଆସୁଛନ୍ତି ଓ ଏଥିପାଇଁ ସେ ୨୦୧୯ ରେ ସମ୍ମାନଜନକ ନୋବେଲ ପୁରସ୍କାର ପାଇଛନ୍ତି l ବର୍ତ୍ତମାନ ସେ ଚିକାଗୋ ୟୁନିଭରସିଟିରେ ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି l ଓଡ଼ିଶାର କୃଷି କ୍ଷେତ୍ରରେ ଚଳିତ ବର୍ଷ ବାତ୍ୟା ଦାନା ଯୋଗୁଁ ଉତ୍ପାଦନ ପ୍ରଭାବିତ ହେବା ସତ୍ତ୍ୱେ ଫସଲ ଉତ୍ପାଦନ ବଢିଥିବା ଦେଖି ଡ଼ କ୍ରେମର ଖୁସିବ୍ୟକ୍ତ କରିଛନ୍ତି l


ଏହାସହ କୃଷି ବିଭାଗ ଦ୍ଵାରା ନିୟମିତ ବ୍ୟବଧାନରେ କୃଷି ସମୃଦ୍ଧି ପୋର୍ଟାଲ ମାଧ୍ୟମରେ ଚାଷୀଙ୍କୁ ପାଣିପାଗ ଜନିତ ସୂଚନା ପ୍ରଦାନକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ l ଏହାପରେ କୃଷି ସମୀକ୍ଷା କେନ୍ଦ୍ରର ପରିଦର୍ଶନ ସହ ଏହାର କାର୍ଯ୍ୟ ପ୍ରଣାଳୀ ବାବଦରେ ଅବଗତ ହୋଇଥିଲେ l ପୂର୍ବରୁ ମଧ୍ୟ ଡ଼ କ୍ରେମର ଏବଂ ତାଙ୍କ ଟିମ୍ ଓଡ଼ିଶା ସହ ସହଭାଗୀ ହୋଇ କାର୍ଯ୍ୟ କରିଛନ୍ତି l ଏହି ସହଭାଗିତା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ l

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com