<h2></h2> <h2><img class="alignnone size-full wp-image-8214" src="https://www.sankhiptakhabar.com/wp-content/uploads/2025/02/IMG-20250227-WA0001.jpg" alt="" width="800" height="457" /></h2> <h2 style="text-align: center;"><strong>ଭୁବନେଶ୍ୱର: ୨୬./୨-ଜାଗର ଯାତ୍ରା ସମୟରେ ଦୁର୍ଘଟଣାଗ୍ରସ୍ତ ସେବାୟତ ଯୋଗେନ୍ଦ୍ର ସମର୍ଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଅବସ୍ଥା ଓ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି। ସେବାୟତଙ୍କ ସହିତ ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ମଧ୍ୟ ସେ ବୁଝିଥିଲେ।</strong></h2>