
ପୁରୀରେ ମୁଖ୍ୟମନ୍ତ୍ରୀ।

ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ।


କନଭେନସନ ସେଣ୍ଟରରେ ଆୟୋଜିତ ସମାରୋହରେ ରାଷ୍ଟ୍ରୀୟ ପୁରସ୍କାର ବିଜେତା, ବୁଦ୍ଧିଜୀବୀ ଓ ସ୍ଵେଚ୍ଛାସେବୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭାବ ବିନିମୟ କରୁଛନ୍ତି

ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ବିକାଶ ମେଳା-୨୦୨୫ର ଉଦଘାଟନ।

ପୁରୀ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ପ୍ରକାଶିତ ପୁସ୍ତକ ମହାକୁମ୍ଭ କାବ୍ୟାଞ୍ଜଳି ଉନ୍ମୋଚନ କରୁଛନ୍ତି ।