• About
  • Contact
Wednesday, July 22, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନୂଆ ପୌରପାଳିକା ଓ ଏନଏସି ପାଇଁ ବିଜ୍ଞପ୍ତି ଜାରି

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୪/୧- ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୨୮ଟି ଏନଏସି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ନୂଆ ଏନଏସି ପାଇଁ ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ହସ୍ତାନ୍ତର ହୋଇଛି । ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ୬କୋଟି, ରାସ୍ତା ପାଇଁ ୫୦ଲକ୍ଷ ଓ ଲାଇଟ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏନଏସି ରୁ ଉନ୍ନୀତ ହୋଇଥିବା ୭ଟି ମ୍ୟୁନିସିପାଲିଟି ପାଇଁ ମଧ୍ୟ ଅର୍ଥ ଦିଆଯାଇଛି । ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଦେଢ଼ କୋଟି ଲେଖାଏଁ ପ୍ରଦାନ କରାଯାଇଛି । ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିଛି । ପୁରୀ ନିକଟସ୍ଥ ବିଭିନ୍ନ ଅଞ୍ଚଳକୁ ମିଶାଇ କଳେବର ବଢ଼ିଛି । ଏଥିରେ ପିକେଡିଏ ପରିସୀମା ବଢିବା ସହ ଟିପି ସ୍କିମ କରାଯିବାକୁ ସ୍ଥିର ହୋଇଛି ।


ପୁରୀରେ ମଲ୍ଟି ପରପୋଜ ମାର୍କେଟ କମ୍ପେ୍ଲକ୍ସ ହେବ । ପୁରୀ-କଟକ-ପାରାଦୀପକୁ ନେଇ ଇକୋନୋମିକ ରିଜନ କରାଯିବ। ଏଥିସହ ବୃହତ ଭୁବନେଶ୍ୱରର ପରିକଳ୍ପନା ମଧ୍ୟ ହୋଇଛି । ୨୬ଟି ରାଜସ୍ୱ ଗ୍ରାମ ଏବଂ ୭ଟି ପଂଚାୟତକୁ ଭୁବନେଶ୍ୱରରେ ମିଶାଯିବ । ସିଜୁଆ, ସିଜିପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ବେଗୁନିଆ, ଶିଶୁପାଳଗଡ଼, କେସୁରା, ବାଙ୍କୁଆଳ, ରଘୁନାଥପୁର, ଲିଙ୍ଗିପୁର, ଚୂନକୋଳି ଭଳି ୨୬ଟି ଗାଁ ଭୁବନେଶ୍ୱର ମହାନଗର ନିଗମରେ ମିଶିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Economy

ODISHA APPROVES ₹4,573CRORE INVESTMENT, CREATING

by ସଂକ୍ଷିପ୍ତ ଖବର
July 21, 2026

22,873 EMPLOYMENT OPPORTUNITIES • 23 investment proposals approved across 11 districts Bhubaneswar:21/7-The Government of Odisha, under the leadership of Chief...

Read more

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

ରଥଯାତ୍ରା-କେଉଁଟି ସତ ?

July 17, 2026

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com