• About
  • Contact
Wednesday, July 22, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଲୋକସେବା ଭବନରେ ଅନ୍‍ଲାଇନ ସେବା

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୨୩/୧-ରାଜ୍ୟରେ ଅନ୍‍ଲାଇନ ସେବା କିପରି ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି ଲୋକସେବା ଭବନ ସ୍ଥିତ ଗୃହ ବିଭାଗ । ଲୋକସେବା ଭବନରେ ଏହି ସେବା କିଭଳି ଉପଲବ୍ଧ ହେଉଛି ତାହା ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।


ଖବର ପ୍ରକାଶନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖୋଜା ପଡ଼ୁଛି ଅଥଚ ଲୋକସେବା ଭବନକୁ ପ୍ରବେଶପତ୍ର ପ୍ରଦାନରେ ଅବହେଳା କରାଯାଉଛି । ଦିନ ଦିନ ଧରି ପକେଇ ରଖାଯାଉଛି । ଅନ୍ୟମାନଙ୍କୁ ଆବେଦନ କରିବା ଦିନ କିମ୍ବା ଅତିବେଶୀରେ ଦିନେ ଦୁଇଦିନ ଭିତରେ ଲୋକସେବା ଭବନକୁ ପ୍ରବେଶପତ୍ର ମିଳୁଛି । କିନ୍ତୁ ସମ୍ବାଦିକଙ୍କ କ୍ଷେତ୍ରରେ ଗୃହ ବିଭାଗର ମନୋଭାବ କିଭଳି ତାହା ଏହି ଫଟୋ କପିରୁ ସ୍ପଷ୍ଟ ।


ସାମ୍ବାଦିକଟିଏ ଖବର ସଂଗ୍ରହ ପାଇଁ ପୂର୍ବ ପ୍ରବେଶପତ୍ରର ଫଟୋ ଆନୁସଙ୍ଗିକ କାଗଜପତ୍ର ଏବଂ ନିଜର ଫଟୋ ଦେଇ ଅନ୍‍ଲାଇନରେ ଆବେଦନ କରିଥାଆନ୍ତି । ସୂଚନା ଓ ଲୋକସମ୍ପର୍କ ନିର୍ଦେଶାଳୟରେ ଏହା କିଛିଦିନ ପଡିବା ପରେ ଗୃହ ବିଭାଗକୁ ଯାଇଥାଏ । ସେଠାରେ ପଡ଼ି ରହେ । ଏପରିକି ମାସେ ପାଖାପାଖି ଅଫିସରଙ୍କ କମ୍ପ୍ୟୁଟରରେ ରହିବା ପରେ ପାସ୍‍କୁ ଅନୁମୋଦନ ମିଳିଥାଏ ।


ଦୁଇଟିଯାକ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି । କେଉଁ କାରଣରୁ ଅନ୍‍ଲାଇନରେ ଆବେଦନ ପତ୍ର ମାସାଧିକ କାଳ ଗୃହ ବିିଭାଗରୁ ଅନୁମୋଦନ ଲାଭ କରିପାରୁ ନାହିଁ ଏବଂ ଏଥିପାଇଁ କିଏ ଦାୟୀ ତା ଉପରେ ତଦନ୍ତ କରାଯିବାର ଆବଶ୍ୟକତା ଥିବା ଅନେକ ସାମ୍ବାଦିକ ପ୍ରକାଶ କରିଛନ୍ତି ।
ଏହି ଖବର ସହ ଦିଆଯାଇଥିବା ଫଟୋରେ ଅନ୍‍ଲାଇନରେ ଜାନୁୟାରୀ ୧ ତାରିଖ ଦିନ ପ୍ରବେଶପତ୍ର ପାଇଁ ଯେଉଁ ଆବେଦନ କରାଯାଇଥିଲା ତାହାର ଜାନୁୟାରୀ ୨୩ ତାରିଖର ସ୍ଥିତି ହେଉଛି ଏହା ଗୃହ ବିଭାଗରେ ପଡିରହିଛି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Economy

ODISHA APPROVES ₹4,573CRORE INVESTMENT, CREATING

by ସଂକ୍ଷିପ୍ତ ଖବର
July 21, 2026

22,873 EMPLOYMENT OPPORTUNITIES • 23 investment proposals approved across 11 districts Bhubaneswar:21/7-The Government of Odisha, under the leadership of Chief...

Read more

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

ରଥଯାତ୍ରା-କେଉଁଟି ସତ ?

July 17, 2026

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com