• About
  • Contact
Sunday, June 8, 2025
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ଆୟୁର୍ବେଦ ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ-ବାଚସ୍ପତି

ଆୟୁର୍ବେଦ ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ-ବାଚସ୍ପତି
Share on FacebookShare on TwitterShare on Whatsapp

ଭୁବନେଶ୍ଵର:୨୯ .୧୦. ୨୦୨୪
ଆୟୁର୍ବେଦ ହେଉଛି ଭାରତର ସର୍ବ ପୁରାତନ ଚିକିସା ପଦ୍ଧତି। ଚରକ, ସୁଶୃତ ଓ ବାଗଭଟ ଏହାକୁ ମାନବ ଜାତିର କଲ୍ୟାଣ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ ଓ ପ୍ରୟାଗ କରି ସଫଳ ହୋଇଥିଲେ। ଏବେ ଭାରତରେ ଆୟୁର୍ବେଦର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ବିଦେଶରେ ମଧ୍ୟ ଜନାଦୃତ ହେଉଛି । ବହୁ ପୁରାତନ ଓ ଜଟିଳ ରୋଗର ଆୟୁର୍ବେଦ ଦ୍ୱାରା ସମ୍ପୂର୍ଣ ଭାବେ ମୂଳ ଉତ୍ପାଟନ ହେଉଥିବା ବେଳେ, ଅନିୟମିତ ଜୀବନ ଶୈଳୀ , ସାମାଜିକ ଓ କାର୍ଯ୍ୟ ଚାପରୁ ସୃଷ୍ଟି ହେଉଥିବା ରୋଗ ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ବିସ୍ତାରକାରୀ ବୋଲି ବାଚସ୍ପତି ସୁରମା ପାଢୀ ପ୍ରକାଶ କରିଛନ୍ତି।
ବାଚସ୍ପତି ତାଙ୍କର ବିଦେଶ ଗସ୍ତର ପ୍ରଥମ ଦିନରେ ଜାପାନର ଟୋକିଓ ଠାରେ ପହଞ୍ଚିଥିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଛସ୍ଵିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରେ ବିଶ୍ଵ ଆୟୁର୍ବେଦ ଦିବସ ଉପଲକ୍ଷେ ବାଚସ୍ପତି ନିଜର ମତ ଓ ବକ୍ତବ୍ୟ ଉପସ୍ଥାନ କରି କହିଲେ ଯେ ଆୟୁର୍ବେଦ ହେଉଛି ବିଶ୍ୱକୁ ଭାରତର ଶ୍ରେଷ୍ଟ ଅବଦାନ ।

ଏହି କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ଜାପାନ ଠାରେ ଅବସ୍ଥିତ ରାଷ୍ଟ୍ରଦୂତ ସି ବି ଜର୍ଜ, ଟୋକିଓ ସ୍ଥିତ ଭାତରୀୟ ଦୁତାବାସର ମୁଖ୍ୟ ଦେବଯାନୀ ଚକ୍ରବର୍ତୀ, ଓସାକାର ପ୍ରଥମ ସଚିବ ଉଦିତ ଗୌରବ ଓ ଟୋକିଓ ଠାରେ ଥିବା ପ୍ରବାସୀ ଓଡ଼ିଶାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲ । ଏଥିରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିବା ବେଳେ ଉପସ୍ଥିତ ଜନତା ଓଡିଶୀ ଶୈଳୀ ଓ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ ।
ବାଚସ୍ପତିଙ୍କ ସହ ବିଦେଶ ଗସ୍ତରେ ଏହି କାର୍ଯକ୍ରମ ଅବସରେ ବିଧାନସଭାର ସଚିବ ଦାଶରଥି ଶତପଥି ଉପସ୍ଥିତ ଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଳନ କରୁନାହାନ୍ତି ସରକାରୀ ଅଧିକାରୀ

by ସଂକ୍ଷିପ୍ତ ଖବର
June 7, 2025

  ମାସ ମାସ ଧରି ପଡ଼ିରହୁଛି ଚିଠି        

Read more

ଚର୍ଚ୍ଚାରେ ପିନାକୀ ମହୁଆଙ୍କ ବାହାଘର

June 5, 2025

ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି

June 5, 2025

ASI NABBED BY VIGILANCE

June 4, 2025

ଡିଜିଟାଲ ଗିରଫ ଧମକ ଦେଇ ସାଇବର ଅପରାଧୀ ଠକୁଛନ୍ତି, ସତର୍କ ରହିବାକୁ ପୁଲିସର ପରାମର୍ଶ

June 3, 2025

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

June 3, 2025

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com