Saturday, April 18, 2026

Month: November 2024

କ୍ୟାବିନେଟ ବୈଠକ

ଭୁବନେଶ୍ଵର, ୧୩/୧୧/୨୦୨୪ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ...

ଓଡ଼ିଆ ଭାଷାରେ ସରକାରୀ କାମ !

ଓଡ଼ିଆ ଭାଷାରେ ସରକାରୀ କାମ !

ଭୁବନେଶ୍ୱର, ୧୨/୧୧: (ଆମ ପ୍ରତିନିଧି) ଓଡ଼ିଶା ସରକାରୀ ଭାଷା ଅଧିନିୟମ-୧୯୫୪ ଅନୁଯାୟୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରିବାକୁ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶାରେ ବିଭିନ୍ନ ...

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ୧୦୦ରୁ ଅଧିକ  ସରକାରୀ ଅଧିକାରୀଙ୍କୁ ପ୍ରଶିକ୍ଷଣ

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ୧୦୦ରୁ ଅଧିକ ସରକାରୀ ଅଧିକାରୀଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର, ୧୨/୧୧: (ଆମ ପ୍ରତିନିଧି) ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ...

ରମେଶଙ୍କ ଟୁଇଟର ପ୍ରଭାବ, ମାଳତୀଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା

ରମେଶଙ୍କ ଟୁଇଟର ପ୍ରଭାବ, ମାଳତୀଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା

ସୁବର୍ଣ୍ଣପୁର11.11.2024(ଉଗ୍ରସେନ କର୍ମୀ ) ସରକାର ଲୋକଙ୍କ ହିତ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି l ହେଲେ ସରକାରୀ ଯୋଜନା ଗୁଡିକ ଠିକ୍ ଭାବରେ ହିତାଧିକାରୀଙ୍କ ପାଖକୁ ...

ଉଡନ୍ତା ପାଉଁଶର ପରିଚାଳନା

ଉଡନ୍ତା ପାଉଁଶର ପରିଚାଳନା

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ଭୁବନେଶ୍ୱର : ୧୧/୧୧/୨୦୨୪(ସଂକ୍ଷିପ୍ତ ଖବର ପ୍ରତିନିଧି) ସମ୍ବଲପୁର ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ସୁନ୍ଦରଗଡ ...

ନିଖୋଜ ଥିବା ମା ଓ ପୁଅକୁ ଉଦ୍ଧାର କଲା ମନମୁଣ୍ଡା ପୁଲିସ

ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡ଼ଭେଲି ପଦର ଗ୍ରାମରୁ ନିଖୋଜ ଥିବା ମା ଓ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ମନମୁଣ୍ଡା ...

ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ

ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ

ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର 10.11.2024 ମୁଖ୍ୟମନ୍ତ୍ରୀ ମୋହନ ଚରଣ ...

ଶ୍ରୀ ଜଗନ୍ନାଥଙ୍କ ଆଦିସ୍ଥଳଶ୍ରୀ ନୀଳମାଧବଙ୍କ ପୀଠ

ଶ୍ରୀ ଜଗନ୍ନାଥଙ୍କ ଆଦିସ୍ଥଳ
ଶ୍ରୀ ନୀଳମାଧବଙ୍କ ପୀଠ

ସତ୍ୟବାଦୀ ବଳିଆରସିଂହକଳକଳ ନିନାଦିନୀ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ବହୁ ପ୍ରାଚୀନ କାଳରୁ ଅବସ୍ଥିତ ଶ୍ରୀ ନୀଳମାଧବଙ୍କ ପୀଠ । ବ୍ରହ୍ମାଦ୍ରି ଓ ପଦ୍ମାଦ୍ରି- ଦୁଇ ପାହାଡ଼ ଉପରେ ...

ଉଚ୍ଚଶିକ୍ଷାରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳିତ ହେବଜାତୀୟ ଶିକ୍ଷା ନୀତି-୨୦୨୦

ଉଚ୍ଚଶିକ୍ଷାରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳିତ ହେବ
ଜାତୀୟ ଶିକ୍ଷା ନୀତି-୨୦୨୦

ଭୁବନେଶ୍ୱର 9 November 2024 ଉଚ୍ଚଶିକ୍ଷା କ୍ଷେତ୍ରରେ  ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ...

Page 6 of 8 1 5 6 7 8

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com